ବେଦଭୂମୀ ଭାରତରେ ବିଷ୍ଣୁ ଉପାସନା କାହିଁ ବୈଦିକ ଯୁଗରୁ ପ୍ରଚଳିତ ହୋଇଆସୁଛି । ହିନ୍ଦୁ ଧର୍ମରେ ବିଶେଷ ଭାବେ ତ୍ରିମୂର୍ତ୍ତି କଳ୍ପନାରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର ପୂଜିତ ହୋଇଆସୁଛନ୍ତି । ଏହି ତ୍ରିମୂର୍ତ୍ତି ନିଜ ନିଜର ସ୍ୱତନ୍ତ୍ର ଶକ୍ତିର ପରାକାଷ୍ଠା ଦର୍ଶାଇ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ହୋଇଥିବା ହିନ୍ଦୁମାନଙ୍କ ବିଶ୍ୱାସରେ ରହିଆସିଛନ୍ତି । ବ୍ରହ୍ମା ସୃଷ୍ଟି କର୍ତ୍ତା, ବିଷ୍ଣୁ ପାଳନ କର୍ତ୍ତା ଓ ମହେଶ୍ବର ସଂହାର କର୍ତ୍ତା । ତ୍ରିମୂର୍ତ୍ତିଙ୍କ ମଧ୍ୟରେ ବିଷ୍ଣୁ କେବଳ ଯୁଗେ ଯୁଗେ ଅବତାର ନିଅନ୍ତି । ବିଷ୍ଣୁ …
Read More - ଅଧିକ ପଢ଼ନ୍ତୁAuthor: Dr. Laxman Sahoo
କବି ପ୍ରତିଭାର ଜୟଗାନ
ଲକ୍ ଡାଉନ୍ ର କିଛି ଦିନ ପୂର୍ବରୁ ମୋତେ ଏକ କବିତା ଆସରରେ ଯୋଗ ଦେବାକୁ ପଡିଥିଲା । ପୁଣି ନିମନ୍ତ୍ରଣ ଅତିଥି ବନାମ ମୁଖ୍ୟ ବକ୍ତା ଭାବରେ । ମଞ୍ଚାସିନ ଅତିଥିମାନଙ୍କ ଗହଣରେ ସାହିତ୍ୟ ଚର୍ଚ୍ଚା କରିବା ସପକ୍ଷରେ ନଥିଲି କି ମୋର ସେମିତି କିଛି ଆଗ୍ରହ ନଥିଲା । ଭାବୁଥିଲି ମୋର ନମସ୍ୟ ବିଶ୍ୱବିଦ୍ୟାଳୟ ଓଡିଆ ଭାଷା ସାହିତ୍ୟର ବିଭାଗୀୟ ପ୍ରାଧ୍ୟାପକ ଓ ମହାବିଦ୍ୟାଳୟ ଅଧ୍ୟାପକବୃନ୍ଦ ଏମାନଙ୍କ ସାହିତ୍ୟ ଗବେଷଣା ଗଭୀର ଚାଷ ନିକଟରେ ହାର ମାନିଯିବେ । ଅର୍ଥାତ କୌଣସି …
Read More - ଅଧିକ ପଢ଼ନ୍ତୁ