ସିଂହନାଥ ପୀଠ, ମହାନଦୀ ରେ

.

  ମହାନଦୀ ଗର୍ଭେ ଶୋଭିତ     ରମ୍ୟ ଶିଳା ପର୍ବତପ୍ରାଚୀନ ଐତିହ୍ୟ ମଣ୍ଡିତ        ସିଂହନାଥ ପୂଜିତ ।ନଦୀର ବକ୍ଷରେ ନଉକା        ଧୀରେ ଧୀରେ ସଂଚାଳିଅପରୂପ ଶୋଭା ରାଶିର       ସ୍ମୃତି ଉଠେ ଉଚ୍ଛୁଳି । କଟକ ସହରରୁ ଖଣ୍ଟୁଣୀ ଆଠଗଡ ଦେଇ ନରସିଂହପୁର ଆଡକୁ ଗଲେ ବାଟରେ ପଡ଼େ ବଡମ୍ବାଗଡ । ଏହା ପୂର୍ବେ ଏକ ଗଡଜାତ ରାଜ୍ୟ ଥିଲା । ସିଂହନାଥ ଓ ଭଟ୍ଟାରିକାଙ୍କ ପାଇଁ ବଡମ୍ବା ଅଂଚଳ ଜଣାଶୁଣା । ବଡମ୍ବାଗଡ…

Share
Read More - ଅଧିକ ପଢ଼ନ୍ତୁ

ପୁରାଣ ପ୍ରସିଦ୍ଧ ମଣିନାଗ ର ରହସ୍ୟ ଏବଂ ନର ବଳି ପ୍ରଥା

.

ସର୍ପଫଣା ପରି ସୁଦୃଶ୍ୟ ମଣିନାଗ ପର୍ବତକାହିଁ କେତେ ବାଙ୍କେ ତା’ ଦେହୁ ଝର ହୁଏ ନିର୍ଗତ ।ଉତ୍‌ଫୁଲ୍ଲିତ କରେ ଚିତ୍ତକୁ ଅଶ୍ରୁମୁଖୀ ପ୍ରପାତନାନା ବନଫୁଲ ବାସନା ଛୁଟୁଥାଇ ନିରତ ।ଶିଖରୀ ଶୀର୍ଷରେ ନିର୍ମିତ କୁଟିକମ ମନ୍ଦିରେ ମାତା ମଣିନାଗ ଶୋଭିତ ଚକାଶିଳା ଉପରେ ।   ହଜାର ହଜାର ବର୍ଷ ତଳର କଥା । ସେତେବେଳେ ଆମ ରାଜ୍ୟ ବଣ ଜଙ୍ଗଲରେ ପୂରି ରହିଥିଲା । ଠାଏ ଠାଏ ଜନବସତି ମଧ୍ୟ ଥିଲା । ଲୋକମାନେ ଚାଷ ଓ ଜଙ୍ଗଲରୁ ଫଳମୂଳ ସଂଗ୍ରହ କରି ଜୀବନ…

Share
Read More - ଅଧିକ ପଢ଼ନ୍ତୁ

ମୟୂରୀ ଅଣ୍ଡାରୁ ଆଦିଭଞ୍ଜ ! ମୟୂରଭଞ୍ଜ

.

ଅନେକ କଥା ଅଛି, ଯାହାର ରହସ୍ୟ ଛୁଇଁପାରିନି ଇତିହାସ । ଅଥଚ କିମ୍ବଦନ୍ତୀରେ ତାହା ଜନମାନସକୁ ଧରି ରଖିଛି ବର୍ଷବର୍ଷ ଧରି । ଓଡିଶା ଇତିହାସରେ ସେମିତି ଏକ ଅଜ୍ଞାତ ଅଧ୍ୟାୟ,ଯାହାକୁ ନେଇ ଆଜି ବି ଗବେଷକ ମାନେ ଅନିଶ୍ଚିତତା ଆଉ ଦ୍ୱନ୍ଦ୍ୱରେ  । ଆମେ ପୁରାଣ, କିମ୍ବଦନ୍ତୀ  ଓ ଲୋକକଥାରୁ ଶୁଣିଛେ ,କାନ ବାଟରେ କର୍ଣ୍ଣଙ୍କର ଜନ୍ମ , ଗଣେଶଙ୍କର ସ୍ୱରୂପ, ଭଗବାନଙ୍କ ଚାରି ଅବତାର ମୀନ, କତ୍ସପ,ବରାହ ,ନୃସିଂହ ,ନବଗୁଞ୍ଜର ରୂପ ,ମତ୍ସ୍ୟକନ୍ୟା ଏବଂ ବିଭିନ୍ନ ଦେବଦେବୀଙ୍କ ପଶୁପକ୍ଷୀ ବାହନ ,…

Share
Read More - ଅଧିକ ପଢ଼ନ୍ତୁ