ଲକ୍ ଡାଉନ୍ ର କିଛି ଦିନ ପୂର୍ବରୁ ମୋତେ ଏକ କବିତା ଆସରରେ ଯୋଗ ଦେବାକୁ ପଡିଥିଲା । ପୁଣି ନିମନ୍ତ୍ରଣ ଅତିଥି ବନାମ ମୁଖ୍ୟ ବକ୍ତା ଭାବରେ । ମଞ୍ଚାସିନ ଅତିଥିମାନଙ୍କ ଗହଣରେ ସାହିତ୍ୟ ଚର୍ଚ୍ଚା କରିବା ସପକ୍ଷରେ ନଥିଲି କି ମୋର ସେମିତି କିଛି ଆଗ୍ରହ ନଥିଲା । ଭାବୁଥିଲି ମୋର ନମସ୍ୟ ବିଶ୍ୱବିଦ୍ୟାଳୟ ଓଡିଆ ଭାଷା ସାହିତ୍ୟର ବିଭାଗୀୟ ପ୍ରାଧ୍ୟାପକ ଓ ମହାବିଦ୍ୟାଳୟ ଅଧ୍ୟାପକବୃନ୍ଦ ଏମାନଙ୍କ ସାହିତ୍ୟ ଗବେଷଣା ଗଭୀର ଚାଷ ନିକଟରେ ହାର ମାନିଯିବେ । ଅର୍ଥାତ କୌଣସି …
Read More - ଅଧିକ ପଢ଼ନ୍ତୁ