ବେଦଭୂମୀ ଭାରତରେ ବିଷ୍ଣୁ ଉପାସନା କାହିଁ ବୈଦିକ ଯୁଗରୁ ପ୍ରଚଳିତ ହୋଇଆସୁଛି । ହିନ୍ଦୁ ଧର୍ମରେ ବିଶେଷ ଭାବେ ତ୍ରିମୂର୍ତ୍ତି କଳ୍ପନାରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର ପୂଜିତ ହୋଇଆସୁଛନ୍ତି । ଏହି ତ୍ରିମୂର୍ତ୍ତି ନିଜ ନିଜର ସ୍ୱତନ୍ତ୍ର ଶକ୍ତିର ପରାକାଷ୍ଠା ଦର୍ଶାଇ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ହୋଇଥିବା ହିନ୍ଦୁମାନଙ୍କ ବିଶ୍ୱାସରେ ରହିଆସିଛନ୍ତି । ବ୍ରହ୍ମା ସୃଷ୍ଟି କର୍ତ୍ତା, ବିଷ୍ଣୁ ପାଳନ କର୍ତ୍ତା ଓ ମହେଶ୍ବର ସଂହାର କର୍ତ୍ତା । ତ୍ରିମୂର୍ତ୍ତିଙ୍କ ମଧ୍ୟରେ ବିଷ୍ଣୁ କେବଳ ଯୁଗେ ଯୁଗେ ଅବତାର ନିଅନ୍ତି । ବିଷ୍ଣୁ …
Read More - ଅଧିକ ପଢ଼ନ୍ତୁ