ଜ୍ବାଳା

Representational Image

ଗ୍ରୀଷ୍ମ  ଜ୍ବାଳା  ଆଜି  ଅସହ୍ଯ  ହୋଇଛି ବୃକ୍ଷ  ଦିଏ  ପତ୍ର  ଝଡା ଦୂର  ଆକାଶରେ  ବାହୁଡା  ବିହଙ୍ଗ ଝାଡୁଥାଏ  ତା’ର  ଡେଣା   ଥୁଣ୍ଟା  ଗଛ  ଆଜି  ମୁକସାକ୍ଷୀ  ଅଛି ପ୍ରକୃତି  ସାଧୁଛି  ଦାଉ ଅଜ୍ଞାନୀ  ମଣିଷ  ପଶୁତୁଲ୍ଯ  ଆଜି ପଥ  ହୁଡି  ଥାଏ  ଯେହୁ   କାନ୍ଦୁଛି  ଧରଣୀ  କୋହ  ଧରି  ବକ୍ଷେ କେହି  ନ  ବୁଝେ  ତା  ଦୁଃଖ ଜୀବ  ଜଗତରେ  ହାହାକାର  ଆଜି ଅନୁତପ୍ତ   ସାରା  ବିଶ୍ବ   ନିଜ  ହାତେ  ନିଜ  କୁରାଢ଼ି  ମାରୁଛେ  ଭାବିବାକୁ  ବେଳ   ନାହିଁ…

Share
Read More - ଅଧିକ ପଢ଼ନ୍ତୁ

ଭୋକ

Representational Image

କଅଁଳ   ଶିଶୁର ଥରିଲା   ଓଠ ନିରୀହ  ଆଖିରୁ ଝରି ପଡୁଥିବା ଲୁହ ହିଁ ଭୋକ,*   ଚମ   ଧୁଡୁଧୁଡୁ ସାଇକେଲ   ଚଢା ପରିବାର-ପୋଷା  ବୃଦ୍ଧ  ମଉସା ପରିବା  ବିକା   ତା’ର   ବେଉସା ପରିବା  ଝୁଡିରେ  ମେଣ୍ଟେ ତା ଭୋକ,*   ବର୍ଷ   ତମାମ   ଝାଳ  ଦେହରେ ଖରା  ବର୍ଷା  ଶୀତ, ମରୁଡି  ସହେ ମାଟିରେ   ମାଟି  ହୋଇ ମାଟିର  ଗର୍ଭରୁ  ସୁନା  ଫଳାଇ କୃଷକ   ସେହି ପଖାଳ କଂସାରେ ଭୋକ ମେଣ୍ଟଇ,*     ବାଲି  , ସିମେଣ୍ଟ   ଫେଣ୍ଟା କରଣି  ଧରା  ଶାଣିତ  …

Share
Read More - ଅଧିକ ପଢ଼ନ୍ତୁ