ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ

.

ବେଦଭୂମୀ  ଭାରତରେ  ବିଷ୍ଣୁ  ଉପାସନା  କାହିଁ  ବୈଦିକ  ଯୁଗରୁ  ପ୍ରଚଳିତ  ହୋଇଆସୁଛି  ।  ହିନ୍ଦୁ  ଧର୍ମରେ  ବିଶେଷ  ଭାବେ  ତ୍ରିମୂର୍ତ୍ତି  କଳ୍ପନାରେ  ବ୍ରହ୍ମା,  ବିଷ୍ଣୁ  ଓ  ମହେଶ୍ବର  ପୂଜିତ  ହୋଇଆସୁଛନ୍ତି   ।  ଏହି  ତ୍ରିମୂର୍ତ୍ତି  ନିଜ ନିଜର  ସ୍ୱତନ୍ତ୍ର  ଶକ୍ତିର  ପରାକାଷ୍ଠା  ଦର୍ଶାଇ   ସ୍ୱତନ୍ତ୍ର  ସ୍ଥାନର  ଅଧିକାରୀ  ହୋଇଥିବା  ହିନ୍ଦୁମାନଙ୍କ  ବିଶ୍ୱାସରେ  ରହିଆସିଛନ୍ତି  ।  ବ୍ରହ୍ମା  ସୃଷ୍ଟି  କର୍ତ୍ତା,   ବିଷ୍ଣୁ  ପାଳନ  କର୍ତ୍ତା  ଓ  ମହେଶ୍ବର  ସଂହାର  କର୍ତ୍ତା  ।  ତ୍ରିମୂର୍ତ୍ତିଙ୍କ  ମଧ୍ୟରେ  ବିଷ୍ଣୁ  କେବଳ   ଯୁଗେ  ଯୁଗେ  ଅବତାର  ନିଅନ୍ତି  ।  ବିଷ୍ଣୁ …

Share
Read More - ଅଧିକ ପଢ଼ନ୍ତୁ