ମା’ର_ମନ

Representational Image

ମନ ଭିତରେ ଆଗ୍ରହ ଉତ୍ସୁକତା ଅଳ୍ପ କିଛି ଡର ଛ ମାସର ଛୁଆଟା ସେ ଏବେ କଣ କରୁଥିବ ? ବାରମ୍ବାର ଦେଖୁଥିବ ଫ୍ୟାନ ପବନରେ ପେଣ୍ଡୁଲମ ପରି ଦୋହଲୁଥିବା କାନ୍ଥରେ ଥିବା କ୍ୟାଲେଣ୍ଡର କୁ କାନ ଡେରୁଥିବ ଶୁଣିବାକୁ ମା ର ଚୁଡି ଶବ୍ଦ ଲୁହ ଛଳ ଛଳ ଆଖିରେ ବଲବଲ ହୋଇ  ଚାହୁଁଥିବ ରୋଷେଇ ଘରକୁ । ସେ ହାତ ଧରି ଶିଖିନାହିଁ ଏବେ ଆଙ୍ଗୁଠି ଛାଡୁ ନଥିଲା ଜେଜେମା କୋଳକୁ ବଢ଼େଇ ଦେଲାବେଳେ ଜଡେଇ ଯାଇଥିଲା ଗୋଟାପଣେ ମୋ ଛାତିରେ…

Share
Read More - ଅଧିକ ପଢ଼ନ୍ତୁ