All Posting

ISRO ସଫଳତାର ସହିତ ସିଙ୍ଗାପୁରର ଦୁଇଟି ଉପଗ୍ରହ ନେଇ PSLV-C55 ମିଶନ୍ ଉତକ୍ଷେପଣ କଲା

Youtube/ISRO Official

ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ସ (ISRO) ପୋଲାର ସାଟେଲାଇଟ୍ ଲଞ୍ଚ ଯାନ (PSLV-C55) ସିଙ୍ଗାପୁରର TeLEOS-2 କୁ ପ୍ରାଥମିକ ଉପଗ୍ରହ ଭାବରେ ଏବଂ Lumelite-4 କୁ ସହ-ଯାତ୍ରୀ ଉପଗ୍ରହ ଭାବରେ ଶ୍ରୀହରିକୋଟା ସତିଶ ଧାୱନ ସ୍ପେସ୍ ସେଣ୍ଟରରୁ ଏପ୍ରିଲ୍ 22, (14.19 ଘଣ୍ଟା) ସମୟରେ ଉତକ୍ଷେପଣ କଲା | ଏଥିପାଇଁ ISRO ଚେୟାରମ୍ୟାନ୍ ଏସ୍ ସୋମନାଥ ଏହି ସଫଳ ଉନ୍ମୋଚନ ପାଇଁ PSLV ଏବଂ NSIL କୁ ଅଭିନନ୍ଦନ ଜଣାଇଛନ୍ତି |
ISRO ଦ୍ୱାରା ପ୍ରଦାନ କରାଯାଇଥିବା ବିବରଣୀ ଅନୁଯାୟୀ, PSLV-C55 ହେଉଛି ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ (NSIL) ର ଏକ ଉତ୍ସର୍ଗୀକୃତ ବ୍ୟବସାୟିକ PSLV ମିଶନ୍ |

Share
Read More - ଅଧିକ ପଢ଼ନ୍ତୁ

ଏକ ନବୀନ ପ୍ରଭାତର ଅପେକ୍ଷାରେ …

Tribune

ସାମ୍ପ୍ରତିକ ପରିସ୍ଥିତିର ଅବସ୍ଥାକୁ ଅବଲୋକନ କଲେ ଆମେ କରୋନାର ଭୟାବହତାକୁ ଠିକ ଭାବେ ଅନୁଭବ କରିପାରିବା । ସାରା ବିଶ୍ୱରେ ଏବେ ଗୋଟିଏ କଥାକୁ ନେଇ ଖୁବ ଚର୍ଚ୍ଚା । ସମସ୍ତଙ୍କ ଫୋକସ୍‌ରେ ସେଇ ଗୋଟିଏ କଥା । ସମ୍ପ୍ରତି ସାରା ବିଶ୍ୱରେ କାୟା ବିସ୍ତାର କରିଛି କରୋନା । ଆଜି ସବୁଆଡ଼େ କରୋନାକୁ ନେଇ ନାନା ବିତର୍କ । ସବୁ ଗଣମାଧ୍ୟମର ଶିରୋନାମା ସାଜିଛି କରୋନା । ଭୟାବହର ଆବରଣ ଭିତରେ ଫସି ରହିଛି ସମ୍ପୂର୍ଣ୍ଣ ମାନବସମାଜ । ଚୀନ , ଇଟାଲି…

Share
Read More - ଅଧିକ ପଢ଼ନ୍ତୁ

ଘୋଷୁଛି ଆଜି ବି ଧରା

Editor

ତୁମଠାରୁ ବଳି ବୁଦ୍ଧିଆ ଠାକୁର ଏ ସଂସାରେ ଅଛି କିଏ , କ୍ଷଣିକ ଭିତରେ ଚଉଦ ବ୍ରହ୍ମାଣ୍ଡ ବୁଲି ଆସିଥିଲା ଯିଏ ।   ଉଦରଟା ତୁମ ଜ୍ଞାନର ଭଣ୍ଡାର ମଗଜରେ ବୁଦ୍ଧି ଭରା , ଉପଯୋଗ କଲ କେଡ଼େ କଉଶଳେ ଘୋଷୁଛି ଆଜି ବି ଧରା ।   ପିତା, ମାତା ସାରା ଜଗତଠୁଁ ବଡ଼ ସବୁରି ନମସ୍ୟ ଅତି , ବୁଝେଇଲ ପରା ଜଗତବାସୀଙ୍କୁ ଘୁରି ତାଙ୍କ ଚଉକତି ।   ଆପଣା ଜ୍ଞାନ ଓ ଗୁଣ ଭଣ୍ଡାରକୁ ଖୋଲି ଦେଲ…

Share
Read More - ଅଧିକ ପଢ଼ନ୍ତୁ

ସିଂହନାଥ ପୀଠ, ମହାନଦୀ ରେ

.

  ମହାନଦୀ ଗର୍ଭେ ଶୋଭିତ     ରମ୍ୟ ଶିଳା ପର୍ବତପ୍ରାଚୀନ ଐତିହ୍ୟ ମଣ୍ଡିତ        ସିଂହନାଥ ପୂଜିତ ।ନଦୀର ବକ୍ଷରେ ନଉକା        ଧୀରେ ଧୀରେ ସଂଚାଳିଅପରୂପ ଶୋଭା ରାଶିର       ସ୍ମୃତି ଉଠେ ଉଚ୍ଛୁଳି । କଟକ ସହରରୁ ଖଣ୍ଟୁଣୀ ଆଠଗଡ ଦେଇ ନରସିଂହପୁର ଆଡକୁ ଗଲେ ବାଟରେ ପଡ଼େ ବଡମ୍ବାଗଡ । ଏହା ପୂର୍ବେ ଏକ ଗଡଜାତ ରାଜ୍ୟ ଥିଲା । ସିଂହନାଥ ଓ ଭଟ୍ଟାରିକାଙ୍କ ପାଇଁ ବଡମ୍ବା ଅଂଚଳ ଜଣାଶୁଣା । ବଡମ୍ବାଗଡ…

Share
Read More - ଅଧିକ ପଢ଼ନ୍ତୁ

ବିପର୍ଯ୍ୟୟ ପରିଚାଳନାର ଚାଣକ୍ୟ

.

ସାରା ପୃଥିବୀ, ସମଗ୍ର ମାନବ ସମାଜ ଅବିଶ୍ୱାସ, ଆତଙ୍କ, ଆଶଂକା ଭିତରେ । ଏ ମଣିଷର ସବୁ କଳ, ବଳ, କୌଶଳ ବାଟବଣା ହେଇଗଲା, ବୁଦ୍ଧି ହଜିଗଲା । ଏମିତି ବି ହେଇପାରେ! ମଣିଷ କ’ଣ ଭାବିଥିଲା କେବେ? ବିଜ୍ଞାନ ବି ପାରୁନି । ଅବଶ୍ୟ ସମୟ ଆସିବ, ବିଜ୍ଞାନ ତା’ ଚେଷ୍ଟାରେ ସଫଳ ହେବ । ତେବେ ଅନେକ ଜୀବନ ଚାଲିଗଲା । ପ୍ରତି ମୁହୂର୍ତରେ ଯାଉଛି । ଆଉ କେତେଯିବ, ତା’ର ଠିକଣା ନାହିଁ । ଯାହା ହେଇଗଲା, ଯାହା ହବାକୁ…

Share
Read More - ଅଧିକ ପଢ଼ନ୍ତୁ

ଗଣପତିଂ ହବାମହେ

Representational Image

ଗଣେଶଙ୍କୁ ଯଜ୍ଞରେ ଆହୁତି ଦେଲାବେଳେ ବ୍ରାହ୍ମଣ ମନ୍ତ୍ରପାଠ କରନ୍ତି- ‘‘ଗଣାନାଂ ତ୍ୱାଂ ଗଣପତିଗୁଁ ହବାମହେ। ପ୍ରିୟାଣାଂ ତ୍ୱାଂ ପ୍ରିୟପତିଗୁଁ ହବାମହେ। ନିଧିନାଂ ତ୍ୱାଂ ନିଧିପତିଗୁଁ ହବାମହେ। ବସୋ ମମ।’ ତା’ହେଲେ ଗଣମାନଙ୍କର ପତି ହେଉଛନ୍ତି ଗଣପତି। ସେ ମଧ୍ୟ ପ୍ରିୟମାନଙ୍କର ପତି ଓ ନିଧିମାନଙ୍କର ପତି। ଗଣ କିଏ? ଗଣ ଅର୍ଥ ଦେବଗଣ, ଜନଗଣ ବା ଜୀବଗଣ। ପତି ଶବ୍ଦ ଭିତରେ ଅଛି ପା ଧାତୁ- ଅର୍ଥ ପାଳନ, ପୋଷଣ, ରକ୍ଷା। ଯିଏ ଗଣର ପାଳନ, ପୋଷଣ ଓ ରକ୍ଷା କରନ୍ତି ସେ ହିଁ…

Share
Read More - ଅଧିକ ପଢ଼ନ୍ତୁ

ଖୋର୍ଦ୍ଧା ଗଡର ମାଟି

Image Credit Picasa

ରକ୍ତ ରଂଜିତ ଏହି ମାଟି ସାକ୍ଷୀ ବରୁଣାଇ ଘାଟି, ଚିପୁଡ଼ି ଦେଲେ ରକ୍ତ ବୋହି ଯାଏ ହୃଦ ହୋଇଯାଏ କାଟି, ମୋ ଖୋର୍ଦ୍ଧା ଗଡର ମାଟି   …… ଏ ଲାଲ ମାଟିର ମାୟାର ମୋହରେ କେତେ ଯାଇଥିଲେ ତାତି, କେତେ ଗୁଳି ଖାଇ ଶୁଳୀରେ ଚଢିଲେ ବଖାଣି ପାରେନି ଖ୍ୟାତି, ମୋ ଖୋର୍ଦ୍ଧା ଗଡର ମାଟି …. କେତେ ଯେ ଚିତ୍କାର ଧ୍ୱନି ହାହାକାର ମାଟି ସହେ  ଚାପି ରଖି , ବରୁଣାଇ ଢାଳେ ଝରଣାର ଲୁହ ବର ଗଛ କରି ସାକ୍ଷୀ ,…

Share
Read More - ଅଧିକ ପଢ଼ନ୍ତୁ

ଜ୍ବାଳା

Representational Image

ଗ୍ରୀଷ୍ମ  ଜ୍ବାଳା  ଆଜି  ଅସହ୍ଯ  ହୋଇଛି ବୃକ୍ଷ  ଦିଏ  ପତ୍ର  ଝଡା ଦୂର  ଆକାଶରେ  ବାହୁଡା  ବିହଙ୍ଗ ଝାଡୁଥାଏ  ତା’ର  ଡେଣା   ଥୁଣ୍ଟା  ଗଛ  ଆଜି  ମୁକସାକ୍ଷୀ  ଅଛି ପ୍ରକୃତି  ସାଧୁଛି  ଦାଉ ଅଜ୍ଞାନୀ  ମଣିଷ  ପଶୁତୁଲ୍ଯ  ଆଜି ପଥ  ହୁଡି  ଥାଏ  ଯେହୁ   କାନ୍ଦୁଛି  ଧରଣୀ  କୋହ  ଧରି  ବକ୍ଷେ କେହି  ନ  ବୁଝେ  ତା  ଦୁଃଖ ଜୀବ  ଜଗତରେ  ହାହାକାର  ଆଜି ଅନୁତପ୍ତ   ସାରା  ବିଶ୍ବ   ନିଜ  ହାତେ  ନିଜ  କୁରାଢ଼ି  ମାରୁଛେ  ଭାବିବାକୁ  ବେଳ   ନାହିଁ…

Share
Read More - ଅଧିକ ପଢ଼ନ୍ତୁ

ପୁରାଣ ପ୍ରସିଦ୍ଧ ମଣିନାଗ ର ରହସ୍ୟ ଏବଂ ନର ବଳି ପ୍ରଥା

.

ସର୍ପଫଣା ପରି ସୁଦୃଶ୍ୟ ମଣିନାଗ ପର୍ବତକାହିଁ କେତେ ବାଙ୍କେ ତା’ ଦେହୁ ଝର ହୁଏ ନିର୍ଗତ ।ଉତ୍‌ଫୁଲ୍ଲିତ କରେ ଚିତ୍ତକୁ ଅଶ୍ରୁମୁଖୀ ପ୍ରପାତନାନା ବନଫୁଲ ବାସନା ଛୁଟୁଥାଇ ନିରତ ।ଶିଖରୀ ଶୀର୍ଷରେ ନିର୍ମିତ କୁଟିକମ ମନ୍ଦିରେ ମାତା ମଣିନାଗ ଶୋଭିତ ଚକାଶିଳା ଉପରେ ।   ହଜାର ହଜାର ବର୍ଷ ତଳର କଥା । ସେତେବେଳେ ଆମ ରାଜ୍ୟ ବଣ ଜଙ୍ଗଲରେ ପୂରି ରହିଥିଲା । ଠାଏ ଠାଏ ଜନବସତି ମଧ୍ୟ ଥିଲା । ଲୋକମାନେ ଚାଷ ଓ ଜଙ୍ଗଲରୁ ଫଳମୂଳ ସଂଗ୍ରହ କରି ଜୀବନ…

Share
Read More - ଅଧିକ ପଢ଼ନ୍ତୁ

ଦୁଃଖ କରନାହିଁ, ନିକଟ ଭବିଷ୍ୟତରେ ମୁଁ ପୁଣି ଫେରିବି, ଅଲୌକିକତାର……

.

ଅ।ସ୍ଥା, ବିଶ୍ବାସକୁ ନେଇ ମଣିଷ ଗତିଶୀଳ। ସେଥିପାଇଁ କୁହାଯାଇଛି ତ, ବିଶ୍ବାସେ ମିଳଇ ହରି, ତର୍କେ ବହୁଦୂର । ଅ।ସ୍ଥା ଓ ବିଶ୍ବାସ ନ ଥିଲେ ଏ ସଂସାର ନଥାନ୍ତା! ବିସ୍ମୟ ଓ ଚମତ୍କାର ଏ ଜୀବନକୁ ରୋମାଂଚମୟ କରିଛି । ସେଇ ବିଶ୍ବାସ, ଅ।ସ୍ଥା ଓ ବିସ୍ମୟ କେବଳ କିଛି ଶବ୍ଦ ମାତ୍ର ନୁହଁନ୍ତି, ସେସବୁର ପ୍ରାମାଣିକତା ବି ରହିଛି । କ୍ୟାମେରାର ଲେନ୍ସରେ ସେସବୁ କଏଦ୍ ହେଇଛନ୍ତି । ବିଜ୍ଞାନର ପ୍ରଭାବ ଅ।ମକୁ ଏଥିରେ ସହାୟକ ହେଉଛନ୍ତି । ‘କ୍ୟାମେରା ଯାହା…

Share
Read More - ଅଧିକ ପଢ଼ନ୍ତୁ
1 2 3