ମହାନଦୀ ଗର୍ଭେ ଶୋଭିତ ରମ୍ୟ ଶିଳା ପର୍ବତପ୍ରାଚୀନ ଐତିହ୍ୟ ମଣ୍ଡିତ ସିଂହନାଥ ପୂଜିତ ।ନଦୀର ବକ୍ଷରେ ନଉକା ଧୀରେ ଧୀରେ ସଂଚାଳିଅପରୂପ ଶୋଭା ରାଶିର ସ୍ମୃତି ଉଠେ ଉଚ୍ଛୁଳି । କଟକ ସହରରୁ ଖଣ୍ଟୁଣୀ ଆଠଗଡ ଦେଇ ନରସିଂହପୁର ଆଡକୁ ଗଲେ ବାଟରେ ପଡ଼େ ବଡମ୍ବାଗଡ । ଏହା ପୂର୍ବେ ଏକ ଗଡଜାତ ରାଜ୍ୟ ଥିଲା । ସିଂହନାଥ ଓ ଭଟ୍ଟାରିକାଙ୍କ ପାଇଁ ବଡମ୍ବା ଅଂଚଳ ଜଣାଶୁଣା । ବଡମ୍ବାଗଡ…
Read More - ଅଧିକ ପଢ଼ନ୍ତୁAuthor: Satyabadi Baliarsingh
ପୁରାଣ ପ୍ରସିଦ୍ଧ ମଣିନାଗ ର ରହସ୍ୟ ଏବଂ ନର ବଳି ପ୍ରଥା
ସର୍ପଫଣା ପରି ସୁଦୃଶ୍ୟ ମଣିନାଗ ପର୍ବତକାହିଁ କେତେ ବାଙ୍କେ ତା’ ଦେହୁ ଝର ହୁଏ ନିର୍ଗତ ।ଉତ୍ଫୁଲ୍ଲିତ କରେ ଚିତ୍ତକୁ ଅଶ୍ରୁମୁଖୀ ପ୍ରପାତନାନା ବନଫୁଲ ବାସନା ଛୁଟୁଥାଇ ନିରତ ।ଶିଖରୀ ଶୀର୍ଷରେ ନିର୍ମିତ କୁଟିକମ ମନ୍ଦିରେ ମାତା ମଣିନାଗ ଶୋଭିତ ଚକାଶିଳା ଉପରେ । ହଜାର ହଜାର ବର୍ଷ ତଳର କଥା । ସେତେବେଳେ ଆମ ରାଜ୍ୟ ବଣ ଜଙ୍ଗଲରେ ପୂରି ରହିଥିଲା । ଠାଏ ଠାଏ ଜନବସତି ମଧ୍ୟ ଥିଲା । ଲୋକମାନେ ଚାଷ ଓ ଜଙ୍ଗଲରୁ ଫଳମୂଳ ସଂଗ୍ରହ କରି ଜୀବନ…
Read More - ଅଧିକ ପଢ଼ନ୍ତୁ