“ମଶା ଓ ମଣିଷ”

Representational Image

ସବୁ ଆବର୍ଜନା ଅଳିଆ ଅସନା ପୋଚା ନରଦମା ମୋ ପାଇଁ ସ୍ଵର୍ଗ ମୋ ଏନ୍ତୁଡ଼ିଶାଳ ବଣ ବୁଦା ତୋଟା ମନ୍ଦିର ଓ ମଲ୍ ଚାଳଘର ଠାରୁ ଷ୍ଟାର୍ ହୋଟେଲ ସବୁଠି ମୋର ରହଣିସ୍ଥଳ,   ଗରିବଙ୍କ ଘରେ କରେ ରାଜୁତି ଧନୀଙ୍କି ଦେଖିଲେ ଲାଗଇ ଭୀତି ଶୋଇଯାନ୍ତି ପୁଣି ମଶାରୀତଙ୍ଗାଇ ଜଳାଇ ଦିଅନ୍ତି କଛୁଆବତି,   ଦିନସାରା ହାଡ଼ଭଙ୍ଗା କାମକରି ମୂଲିଆ ଶୁଅଇ ହାଲିଆହୋଇ ବିନା ପ୍ରତିବାଦେ ସେହି ସୁଯୋଗରେ ତାଠାରୁ ରକ୍ତମୁଁ ଶୋଷି ଦିଅଇ,   ପ୍ରକୃତି କୁ କେବେ ଛାଡଇ ନାହିଁ…

Share
Read More - ଅଧିକ ପଢ଼ନ୍ତୁ

| ଗାଈର ଆତ୍ମକାହଣୀ |

Representational Image

ମୁଁ ଗୋଟେ ଗାଈ ମୋଭଳି ଦୁଃଖିକେ ସଂସାରେ ନାହିଁ ମୋଆତ୍ମକାହାଣୀ ଶୁଣିଦେଲେ ଥରେ ଚେତାହଜି ଯିବ ଭାଈ    ଆଦରକରନ୍ତି ଗୋମାତା କହି ତାଙ୍କମୁହେଁ ଟିକେ ଲାଜବିନାହିଁ ଖାଇସାରି ଯାହା ଅଇଁଠା ବଳଇ କୁଣ୍ଡରେ ଢାଳନ୍ତି ନେଇ କାନ୍ଦିକାନ୍ଦି ସବୁ ଚାଟିଚୁଟି ଖାଏ ପେଟ  ଚାଖଣ୍ଡକପାଇଁ ତଥାପିଦରଦ ନାହିଁ ମୋ ଚାରଣଭୂଇଁ ଜଗି ଚଷିଲେଣି ଘାସ ବିନା ବିଷ୍ଠା  ଖାଇଦିଅଇ    ରାତିରେ ମାଲିକ ଆରାମେ ଶୁଅଇ ଫ୍ୟାନ ଲଗାଇ ମଶାରୀ ଟଙ୍ଗାଇ ଓଦା ସଡବଡ  ଆବୁଡା ଖାବୁଡା ଅପନ୍ତରା ସେହି ଗୁହାଳ ଭିତରେ…

Share
Read More - ଅଧିକ ପଢ଼ନ୍ତୁ