ସାମ୍ପ୍ରତିକ ପରିସ୍ଥିତିର ଅବସ୍ଥାକୁ ଅବଲୋକନ କଲେ ଆମେ କରୋନାର ଭୟାବହତାକୁ ଠିକ ଭାବେ ଅନୁଭବ କରିପାରିବା । ସାରା ବିଶ୍ୱରେ ଏବେ ଗୋଟିଏ କଥାକୁ ନେଇ ଖୁବ ଚର୍ଚ୍ଚା । ସମସ୍ତଙ୍କ ଫୋକସ୍ରେ ସେଇ ଗୋଟିଏ କଥା । ସମ୍ପ୍ରତି ସାରା ବିଶ୍ୱରେ କାୟା ବିସ୍ତାର କରିଛି କରୋନା । ଆଜି ସବୁଆଡ଼େ କରୋନାକୁ ନେଇ ନାନା ବିତର୍କ । ସବୁ ଗଣମାଧ୍ୟମର ଶିରୋନାମା ସାଜିଛି କରୋନା । ଭୟାବହର ଆବରଣ ଭିତରେ ଫସି ରହିଛି ସମ୍ପୂର୍ଣ୍ଣ ମାନବସମାଜ । ଚୀନ , ଇଟାଲି…
Read More - ଅଧିକ ପଢ଼ନ୍ତୁMonth: September 2020
ଘୋଷୁଛି ଆଜି ବି ଧରା
ତୁମଠାରୁ ବଳି ବୁଦ୍ଧିଆ ଠାକୁର ଏ ସଂସାରେ ଅଛି କିଏ , କ୍ଷଣିକ ଭିତରେ ଚଉଦ ବ୍ରହ୍ମାଣ୍ଡ ବୁଲି ଆସିଥିଲା ଯିଏ । ଉଦରଟା ତୁମ ଜ୍ଞାନର ଭଣ୍ଡାର ମଗଜରେ ବୁଦ୍ଧି ଭରା , ଉପଯୋଗ କଲ କେଡ଼େ କଉଶଳେ ଘୋଷୁଛି ଆଜି ବି ଧରା । ପିତା, ମାତା ସାରା ଜଗତଠୁଁ ବଡ଼ ସବୁରି ନମସ୍ୟ ଅତି , ବୁଝେଇଲ ପରା ଜଗତବାସୀଙ୍କୁ ଘୁରି ତାଙ୍କ ଚଉକତି । ଆପଣା ଜ୍ଞାନ ଓ ଗୁଣ ଭଣ୍ଡାରକୁ ଖୋଲି ଦେଲ…
Read More - ଅଧିକ ପଢ଼ନ୍ତୁସିଂହନାଥ ପୀଠ, ମହାନଦୀ ରେ
ମହାନଦୀ ଗର୍ଭେ ଶୋଭିତ ରମ୍ୟ ଶିଳା ପର୍ବତପ୍ରାଚୀନ ଐତିହ୍ୟ ମଣ୍ଡିତ ସିଂହନାଥ ପୂଜିତ ।ନଦୀର ବକ୍ଷରେ ନଉକା ଧୀରେ ଧୀରେ ସଂଚାଳିଅପରୂପ ଶୋଭା ରାଶିର ସ୍ମୃତି ଉଠେ ଉଚ୍ଛୁଳି । କଟକ ସହରରୁ ଖଣ୍ଟୁଣୀ ଆଠଗଡ ଦେଇ ନରସିଂହପୁର ଆଡକୁ ଗଲେ ବାଟରେ ପଡ଼େ ବଡମ୍ବାଗଡ । ଏହା ପୂର୍ବେ ଏକ ଗଡଜାତ ରାଜ୍ୟ ଥିଲା । ସିଂହନାଥ ଓ ଭଟ୍ଟାରିକାଙ୍କ ପାଇଁ ବଡମ୍ବା ଅଂଚଳ ଜଣାଶୁଣା । ବଡମ୍ବାଗଡ…
Read More - ଅଧିକ ପଢ଼ନ୍ତୁ