ସର୍ପଫଣା ପରି ସୁଦୃଶ୍ୟ ମଣିନାଗ ପର୍ବତକାହିଁ କେତେ ବାଙ୍କେ ତା’ ଦେହୁ ଝର ହୁଏ ନିର୍ଗତ ।ଉତ୍ଫୁଲ୍ଲିତ କରେ ଚିତ୍ତକୁ ଅଶ୍ରୁମୁଖୀ ପ୍ରପାତନାନା ବନଫୁଲ ବାସନା ଛୁଟୁଥାଇ ନିରତ ।ଶିଖରୀ ଶୀର୍ଷରେ ନିର୍ମିତ କୁଟିକମ ମନ୍ଦିରେ ମାତା ମଣିନାଗ ଶୋଭିତ ଚକାଶିଳା ଉପରେ । ହଜାର ହଜାର ବର୍ଷ ତଳର କଥା । ସେତେବେଳେ ଆମ ରାଜ୍ୟ ବଣ ଜଙ୍ଗଲରେ ପୂରି ରହିଥିଲା । ଠାଏ ଠାଏ ଜନବସତି ମଧ୍ୟ ଥିଲା । ଲୋକମାନେ ଚାଷ ଓ ଜଙ୍ଗଲରୁ ଫଳମୂଳ ସଂଗ୍ରହ କରି ଜୀବନ…
Read More - ଅଧିକ ପଢ଼ନ୍ତୁMonth: July 2020
ଦୁଃଖ କରନାହିଁ, ନିକଟ ଭବିଷ୍ୟତରେ ମୁଁ ପୁଣି ଫେରିବି, ଅଲୌକିକତାର……
ଅ।ସ୍ଥା, ବିଶ୍ବାସକୁ ନେଇ ମଣିଷ ଗତିଶୀଳ। ସେଥିପାଇଁ କୁହାଯାଇଛି ତ, ବିଶ୍ବାସେ ମିଳଇ ହରି, ତର୍କେ ବହୁଦୂର । ଅ।ସ୍ଥା ଓ ବିଶ୍ବାସ ନ ଥିଲେ ଏ ସଂସାର ନଥାନ୍ତା! ବିସ୍ମୟ ଓ ଚମତ୍କାର ଏ ଜୀବନକୁ ରୋମାଂଚମୟ କରିଛି । ସେଇ ବିଶ୍ବାସ, ଅ।ସ୍ଥା ଓ ବିସ୍ମୟ କେବଳ କିଛି ଶବ୍ଦ ମାତ୍ର ନୁହଁନ୍ତି, ସେସବୁର ପ୍ରାମାଣିକତା ବି ରହିଛି । କ୍ୟାମେରାର ଲେନ୍ସରେ ସେସବୁ କଏଦ୍ ହେଇଛନ୍ତି । ବିଜ୍ଞାନର ପ୍ରଭାବ ଅ।ମକୁ ଏଥିରେ ସହାୟକ ହେଉଛନ୍ତି । ‘କ୍ୟାମେରା ଯାହା…
Read More - ଅଧିକ ପଢ଼ନ୍ତୁମା’ର_ମନ
ମନ ଭିତରେ ଆଗ୍ରହ ଉତ୍ସୁକତା ଅଳ୍ପ କିଛି ଡର ଛ ମାସର ଛୁଆଟା ସେ ଏବେ କଣ କରୁଥିବ ? ବାରମ୍ବାର ଦେଖୁଥିବ ଫ୍ୟାନ ପବନରେ ପେଣ୍ଡୁଲମ ପରି ଦୋହଲୁଥିବା କାନ୍ଥରେ ଥିବା କ୍ୟାଲେଣ୍ଡର କୁ କାନ ଡେରୁଥିବ ଶୁଣିବାକୁ ମା ର ଚୁଡି ଶବ୍ଦ ଲୁହ ଛଳ ଛଳ ଆଖିରେ ବଲବଲ ହୋଇ ଚାହୁଁଥିବ ରୋଷେଇ ଘରକୁ । ସେ ହାତ ଧରି ଶିଖିନାହିଁ ଏବେ ଆଙ୍ଗୁଠି ଛାଡୁ ନଥିଲା ଜେଜେମା କୋଳକୁ ବଢ଼େଇ ଦେଲାବେଳେ ଜଡେଇ ଯାଇଥିଲା ଗୋଟାପଣେ ମୋ ଛାତିରେ…
Read More - ଅଧିକ ପଢ଼ନ୍ତୁ“ମଶା ଓ ମଣିଷ”
ସବୁ ଆବର୍ଜନା ଅଳିଆ ଅସନା ପୋଚା ନରଦମା ମୋ ପାଇଁ ସ୍ଵର୍ଗ ମୋ ଏନ୍ତୁଡ଼ିଶାଳ ବଣ ବୁଦା ତୋଟା ମନ୍ଦିର ଓ ମଲ୍ ଚାଳଘର ଠାରୁ ଷ୍ଟାର୍ ହୋଟେଲ ସବୁଠି ମୋର ରହଣିସ୍ଥଳ, ଗରିବଙ୍କ ଘରେ କରେ ରାଜୁତି ଧନୀଙ୍କି ଦେଖିଲେ ଲାଗଇ ଭୀତି ଶୋଇଯାନ୍ତି ପୁଣି ମଶାରୀତଙ୍ଗାଇ ଜଳାଇ ଦିଅନ୍ତି କଛୁଆବତି, ଦିନସାରା ହାଡ଼ଭଙ୍ଗା କାମକରି ମୂଲିଆ ଶୁଅଇ ହାଲିଆହୋଇ ବିନା ପ୍ରତିବାଦେ ସେହି ସୁଯୋଗରେ ତାଠାରୁ ରକ୍ତମୁଁ ଶୋଷି ଦିଅଇ, ପ୍ରକୃତି କୁ କେବେ ଛାଡଇ ନାହିଁ…
Read More - ଅଧିକ ପଢ଼ନ୍ତୁ